ଧନ୍ୟବାଦ - ଉଇକିଅଭିଧାନ Jump to content

ଧନ୍ୟବାଦ

ଉଇକିଅଭିଧାନ‌ରୁ

ଧନ୍ୟବାଦ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -(ଧନ୍ୟ+ବଦ୍ ଧାତୁ=କହିବା+ଭାବ. ଅ)

[ସମ୍ପାଦନା]
୧. ସାଧୁବାଦ; ପ୍ରଶଂସାବାଦ; ସାବାସୀ — ୧. Eulogy; applause
୨. କୃତଜ୍ଞତାଜ୍ଞାପନ — ୨. Thanksgiving; expression of gratefulness.

=== ଦେଶଜ - ଅ.

(ଇଂରାଜି ସମାଜର ବ୍ୟବହାର ଅନୁକରଣରେ ଅଧୁନା ଭଦ୍ର ସମାଜରେ ବ୍ୟବହୃତ) ମୁଁ ଆପଣଙ୍କୁ ଧନ୍ୟବାଦ ଦେଉ ଅଛି —(Interj) Thanks ! Thank you !